spot_img

ଦ୍ୱିତୀୟ ସୁପର ଓଭରରେ ପଞ୍ଜାବ ବିଜୟୀ

ଦୁବାଇ: ଚଳିତ ବର୍ଷ ଆଇପିଏଲ ମ୍ୟାଚରେ ଦୁଇ ଦୁଇ ଥର ସୁପର ଓଭର ଦେଖିବା ପାଇଁ ମିଳିଛି । ତେବେ ଏହି ମ୍ୟାଚରେ ମୁମ୍ବାଇ ଓ ଶୀର୍ଷ ସ୍ଥାନରେ ଥିବା ପଞ୍ଜାବ ମଧ୍ୟରେ କଡା ଟକ୍କର ହୋଇଥିଲା । ତେବେ ପ୍ରଥମ ସୁପର ଓଭରରେ ମ୍ୟାଚ ପୁଣି ଥରେ ଡ୍ର ହୋଇଥିଲା । ତେଣୁ ପୁଣିଥରେ ଦ୍ୱିତୀୟ ସୁପର ଓଭର ଆରମ୍ଭ ହୋଇଥିଲା । ଏହି ଓଭରରେ ଗେଲଙ୍କ ବିସ୍ଫୋରକ ପାଳି ଯୋଗୁଁ ମ୍ୟାଚ ଅତି ସହଜରେ ଜିତି ପାରିଥିଲା ପଞ୍ଜାବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular