ପାକିସ୍ତାନ: ପାକିସ୍ତାନରେ ପୁଣିଥରେ ଟିକ୍ ଟକ୍ ଆପ୍ ଫେରିଛି। ଅଶ୍ଳୀଳତା ପାଇଁ ସରକାର ଟିକ୍ଟକ୍ ଆପ୍ ବ୍ୟାନ୍ କରିଥିଲେ। କିନ୍ତୁ ଏବେ ପୁଣି ଚୀନ୍ ଚାପରେ ଟିକ୍ ଟକ୍ ଆପ୍କୁ ଅନୁମତି ପ୍ରଦାନ କରିଛନ୍ତି। ପାକିସ୍ତାନ ଏବଂ ଚୀନ୍ କହିଛନ୍ତି, ସେମାନଙ୍କ ବନ୍ଧୁତା ସମୁଦ୍ର ଠାରୁ ବି ଗଭୀର ଏବଂ ହିମାଳୟଠାରୁ ମଧ୍ୟ ଉଚ୍ଚ। ଚୀନର ଟିକ୍ ଟକ୍ ଆପକୁ ବନ୍ଦ କଲେ ପାକିସ୍ତାନକୁ ବିଭିନ୍ନ ବାଟରେ କ୍ଷତି ସହିବାକୁ ପଡ଼ିଥାନ୍ତା। ଚୀନ୍ ସହ ପାକିସ୍ତାନର ସମ୍ପର୍କ ବି ଖରାପ୍ ହୋଇଥାନ୍ତା। ତେଣୁ ପାକିସ୍ତାନ ଚୀନ୍ ଚାପରେ ବାଧ୍ୟ ହୋଇ ଟିକ୍ ଟକ୍ ଆପକୁ ପୁଣି ଫେରାଇ ଆଣିଛି।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0