ଚଳିତ ବର୍ଷ ଆଇପିଏଲ ସଂସ୍କରଣ-୧୩ର ଆଜି ୩୬ତମ ମ୍ୟାଚ । ତେବେ ଶୀର୍ଷରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ବିଜୟ ଲକ୍ଷ ନେଇ ପଡିଆକୁ ଓଲ୍ଲାଇବ ଆଜି ପଞ୍ଜାବ । ଏହି ମ୍ୟାଚ ଦୁବାଇରେ ସଂନ୍ଧ୍ୟା ୭.୩୦ରେ ଖେଳାଯିବ । ତେବେ ପୂର୍ବ ମ୍ୟାଚରେ ସୁପର ଓଭରରେ ସୁପର ବିଜୟୀ ହୋଇଥିଲା କିଙ୍ଗସ ଏକାଦଶ ।

Visitors Today : 5
Total Visitors : 130174
Total Views : 9891621
Visitors Online Now : 0