spot_img

ବିଚ୍ଛିନ୍ନାଞ୍ଚଳରେ ଆରମ୍ଭ ହେଲା ଆମ୍ବୁଲାନ୍ସ ସେବା

ଚିତ୍ରକୋଣ୍ଡା: ସ୍ୱାଭିମାନ ଅଞ୍ଚଳରେ ଗଡ଼ିଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ସେବାକୁ ଉଦ୍ଘାଟନ କଲେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା । ଦୀର୍ଘଦିନର ଦାବି ପରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେଲା ଆମ୍ବୁଲାନ୍ସ ସେବା । ଏହି ଆମ୍ବୁଲାନ୍ସ ଯୋଡ଼ାଆମ୍ବ ହସ୍ପିଟାଲରେ ରହି ସ୍ଥାନୀୟ ଅଞ୍ଚଳର ରୋଗୀଙ୍କୁ ସେବା ଯୋଗାଇବ । ଆମ୍ବୁଲାନ୍ସ ସେବା ଆରମ୍ଭ ହେବା ଦ୍ୱାରା ରୋଗୀ କମ ସମୟରେ ହସ୍ପିଟାଲ ପହଞ୍ଚି ନିଜର ଚିକିତ୍ସା କରାଇ ପାରିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular