ଦୁବାଇ: ଗତକାଲି ଦିଲ୍ଲୀ ବିପକ୍ଷ ମ୍ୟାଚରେ କିଙ୍ଗସ ଏକାଦଶ ପଞ୍ଜାବ ଚମକ୍ରାର ବିଜୟ ଲାଭ କରିଛି । ତେବେ ଏହି ମ୍ୟାଚ ଜିତି ପଞ୍ଜାବ ଚଳିତ ବର୍ଷ ଆଇପିଏଲରେ ହାଟ୍ରିକ ବିଜୟ ଲାଭ କରିଛି । ଟସ ଦିଲ୍ଲୀ କ୍ୟାପିଟାଲ୍ସ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତି ନେଇଥିଲା । ୨୦ ଓଭରରେ ୫ ୱିକେଟ ହରାଇ ଦିଲ୍ଲୀ ୧୬୪ ରନର ଟାଗେର୍ଟ ଦେଇଥିଲା । ଏହାର ଜବାବରେ କିଙ୍ଗସ ଏକାଦଶ ପଞ୍ଜାବ ଅତି ସହଜରେ ହାସଲ କରିନେଇଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0