spot_img

ଜିଏସଟି ଠକେଇ ଅଭିଯୋଗ

ରାଉରକେଲା: ପୁଣି ଏକ ବଡ଼ଧରଣ ଜିଏସଟି ଠକେଇ ଅଭିଯୋଗ । ରାଉରକେଲାରେ ୧୨କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ ଆସିଛି ।ଏ ନେଇ ଜିଏସଟି ପକ୍ଷରୁ ଛାନଭିନ ଆରମ୍ଭ ହୋଇଛି । ନିର୍ମାଣ ଶ୍ରମିକଙ୍କ ଜାଲ୍ କାଗଜ ପତ୍ର ଦେଇ ବିଭିନ୍ନ କମ୍ପାନୀ ଖୋଲାଯାଇ ଠକେଇ ହୋଇଛି । ଠକେଇରେ କେଉଁମାନେ ସାମିଲ ଅଛନ୍ତି, ସେନେଇ ଖୋଲତାଡ଼ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular