spot_img

ପୁଣି ରଙ୍ଗିନ ପରଦାକୁ ଫେରିବେ ବାଦଶାହା

ମୁମ୍ବାଇ: ଦୀର୍ଘ ୨ବର୍ଷର ବ୍ରେକ ପରେ ପୁଣି ରଙ୍ଗିନ ପରଦାକୁ ଫେରୁଛନ୍ତି ବଲିଉଡ଼ର ବାଦଶାହା ଶାରୁଖ ଖାନ । ପିଲ୍ମ ଜିରୋ ରେ ଶେଷଥର ପାଇଁ ନଜର ଆସିଥିଲେ ବାଦଶାହା । ସୂଚନା ଅନୁଯାୟୀ ଶାରୁଖ ଆଗକୁ ତିନୋଟି ଫିଲ୍କ ପାଇଁ ସାଇନ କରିଛନ୍ତି ।

ସେଥିରୁ ଗୋଟାଏ ଫିଲ୍ମରେ ଶାରୁଖ ଡ଼ବଲ ରୋଲରେ ନଜର ଆସିବେ । ପୂର୍ବରୁ ଫିଲ୍ମ ଡ଼ୁପ୍ଲିକେଟ ଓ ଡ଼ନରେ ସାରୁଖ ଡ଼ବଲ ରୋଲରେ ନଜର ଆସିଥିଲେ । ପ୍ରଥମଥର ପାଇଁ ସାଉଥ ନିଦେ୍ର୍ଦଶକ ଏଟଲିଙ୍କ ସହ କାମ କରିବାକୁ ଯାଉଛନ୍ତି ଶାରୁଖ ।

ଏଟଲିଙ୍କ ଫିଲ୍କରେ ସାରୁକ ୨ଟି କ୍ୟାରେକ୍ଟରେ ନଜର ଆସିବେ ଗୋଟିଏ ବାପ ଭୂମିକା ଅନ୍ୟଟି ପୁଅ ଭୂମିକା । ଫିଲ୍କରେ ଶାରୁକଙ୍କ ମେକପକୁ ନେଇ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular