spot_img

ଭାରତ ଅଷ୍ଟ୍ରେଲିଆ ଖେଳସୂଚୀ ଘୋଷିତ

ସିଡନୀ: ଆସନ୍ତା ନଭେମ୍ବର ୩ୟ ସପ୍ତାହରୁ ଆସନ୍ତା ବର୍ଷ ଜାନୁଆରୀ ପର୍ଯନ୍ତ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯିବେ । ଏହି ଗସ୍ତରେ ଘରୋଇ ଅଷ୍ଟ୍ରେଲିଆ ଦଳ ବିପକ୍ଷରେ ଭାରତ ୩ଟି ଟ୍ୱେଣ୍ଟି୨୦, ୩ଟି ଦିନିକିଆ ଓ ୪ଟି ଟେଷ୍ଟ ମ୍ୟାଚ ଖେଳିବା ପାଇଁ ଯାଉଛି । ଏନେଇ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଘୋଷଣା କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular