spot_img

ଭିଜିଲାନ୍ସ ଚଢାଉ

ବାଲେଶ୍ବର :ବାଲେଶ୍ବର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗତ କାଲି ତାଙ୍କ ଅଫିସ ଟେବୁଲ ଡ୍ରରୁ ଜବତ ହୋଇଥିଲା ୨ ଲକ୍ଷ ୩୪ ହଜାର ୯୦୦ ଟଙ୍କା। ୯ଟି ଲଫାପାରେ ଏହି ଟଙ୍କା ଥିଲା । ତେବେ ତାଙ୍କ କାର୍ଯ୍ୟାଳୟରୁ ଏତେ ଟଙ୍କା ଜବତ ହେବା ପରେ ଭିଜିଲାନ୍ସ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular