spot_img

କୋଭିଡ୍ ଗାଇଡଲାଇନ ମାନିବାକୁ ନିର୍ଦ୍ଦେଶ 

ରାଜ୍ୟରେ ପାର୍ବଣଋତୁ ଚାଲିଥିବାବେଳେ ପୁଣି କରୋନା ସଂକ୍ରମଣ ବଢିବା ନେଇ ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି । ଏବେ ୟୁରୋପ ଓ ଓନାମ ପର୍ବ ପରେ କେରଳରେ କରୋନାର ୨ୟ ଲହରୀ ଆସିଥିବାରୁ ପାର୍ବଣ ଋତୁରେ ସତର୍କ ନ ରହିଲେ ଓଡ଼ିଶାରେ ବି କରୋନା ସଂକ୍ରମଣ ବଢିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରାଜ୍ୟ ସରକାର ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଏବଂ ଭୁବନେଶ୍ୱର-କଟକ କମିସନରେଟ ପୁଲିସ ଓ ସବୁ ମହାନଗର ନିଗମର କମିସନରମାନଙ୍କୁ କରୋନା ଗାଇଡଲାଇନକୁ କଡ଼ାକଡ଼ି ଲାଗୁ କରିବା ସହିତ ସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular