ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଏଟା ଗାଁରେ ବ୍ୟାପିବାରେ ଲାଗିଛି ଡେଙ୍ଗୁ । କରୋନା ମହାମାରୀ ସହ କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ ରୋଗ । ଗତ ୭ଦିନ ମଧ୍ୟରେ ପ୍ରାୟ ୧୩ଜଣ ଲୋକ ପ୍ରାଣ ହରାଇଲେଣି । ଏଥି ସହିତ ଶହ ଶହ ଲୋକ ଡେଙ୍ଗୁ ରୋଗରେ ପୀଡିତ ଅଛନ୍ତି ଏବଂ ଆଗ୍ରା, ଆଲିଗଡ, ଏଟାୱା ପରି ମେଟ୍ରୋ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗାଁରେ ୧୩ଜଣ ପ୍ରାଣ ହରାଇଥିଲେ ସୁଦ୍ଧା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0