ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ କପିଲ ଦେବ ହସ୍ଫିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ସେ ହୃଦଘାତରେ ପୀଡିତ ଥିବାର ସୂଚନା ମିଳିଛି । ସୂଚନା ଅନୁସାରେ, କପିଳ ଦେବଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଛି । ତେବେ ୨୫ ଜୁନ ୧୯୮୩ରେ ଭାରତୀୟ କ୍ରିକେଟ ଦଳ ପ୍ରଥମ ବିଶ୍ୱକପ ଜିତି ଇତିହାସ ରଚିଥିଲା । ଅନ୍ୟପଟେ କପିଲ ଦେବଙ୍କ ନେତୃତ୍ୱରେ ଭାରତୀୟ ଦଳା ଦୁଇଥର ଚାମ୍ପିଆନ ହୋଇଥବା ୱେଷ୍ଟଇଣ୍ଡିଜ ଟିମକୁ ପରାସ୍ତ କରିଥିଲା । ତେବେ କପିଳ ଦେବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଅଧିକ ସୂଚନା ମିଳିପାରିନାହିଁ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0