ଇଂଲଣ୍ଡ: ସାରା ବିଶ୍ୱ କରୋନା ମହାମାରୀ ସହ ଲଢୁଛି । ତେବେ ମହାମାରୀ ଯୋଗୁଁ ଇଂଲଣ୍ଡ କ୍ରିକେଟ ପ୍ରାୟ ୧୦୦ ମିଲିୟନ ପାଉଣ୍ଡ କ୍ଷତି ସହିଲାଣି । ଏପରି ସ୍ଥଳେ ଖେଳାଳିମାନଙ୍କ ପାଉଣା କାଟ ପାଇଁ ଇସିବି ପଦକ୍ଷେପ ନେଇଥିଲା । ତେବେ ଆଜି ଇଂଲଣ୍ଡ ଖେଳାଳି ମାନେ ଏହି ପଦକ୍ଷେପକୁ ଗ୍ରହଣ କରିଛନ୍ତି । ଏହା ସହ ସେମାନଙ୍କ ୧୫ ପ୍ରତିଶତ ପାଉଣା କାଟ ପାଇଁ ରାଜି ହୋଇଯାଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0