ଆଜି ପବିତ୍ର ବିଜୟାଦଶମୀ। ଶ୍ରୀ ଅଲାରନାଥଙ୍କ ରାଜାଧିରାଜ ବେଶ ଅନୁଷ୍ଠିତ ହୋଇଛି। ଭୋର ଚାରିଟାରେ ମଙ୍ଗଳ ଆଳତି, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି ହୋଇଛି । ସୂର୍ୟ୍ୟପୂଜା, ରୋଷହୋମ ନୀତି ବଢିବା ପରେ ଶ୍ରୀଜୀଉଙ୍କ ରାଜାଧିରାଜ ବେଶ ହୋଇଛି। ଏହାପରେ ସବୁ ନିତୀକାନ୍ତି ଶେଷ ହେବା ପରେ ପହଡ଼ ପଡିବ ବୋଲି ସେବାୟତ ନିଯୋଗ ପକ୍ଷରୁ କୁହାଯାଇଛି।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0