ନୂଆଦିଲ୍ଲୀ: ଦେଶର ପ୍ରଥମ ବିଶ୍ୱକପ ବିଜେତା ଅଧିନାୟକ କପିଳ ଦେବଙ୍କୁ ହୃଦଘାତ ହେବାରୁ ତାଙ୍କୁ ହସ୍ଫିଟାଲରେ ଭର୍ତ୍ତି କରାଯାଇଛି । ଏହି ଅସୁସ୍ଥତା ଖବର ପ୍ରକାଶ ପାଇବା ପରେ କ୍ରିକେଟ ଦୁନିଆରୁ ଅଜସ୍ର ଆରୋଗ୍ୟ କାମନା ବାର୍ତ୍ତା ପଠାଯାଇଥିଲା । ତେବେ ଆଜି କପିଳ ଦେବ ସୁସ୍ଥ ଅଛନ୍ତି ବୋଲି ନିଜ ସାମାଜିକ ଗଣମାଧ୍ୟମରେ ସ୍ଫଷ୍ଟ କରିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0