ଆମେରିକା: ଭାରତର ବାୟୁପ୍ରଦୂଷଣକୁ ନେଇ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ବିବାଦୀୟ ଟିପ୍ପଣୀ ଦେଇଥିଲେ । ତେବେ ଏହାର ଜବାବରେ ମୁହଁ ଖୋଲିଛନ୍ତି ଡେମକ୍ରେଡିକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ । ତେବେ ମିତ୍ର ଦେଶକୁ ଏପରି ସମାଲୋଚନା କରିବା ଉଚିତ ନୁହେଁ ବୋଲି ଜୋ ବିଡେନ ସ୍ଫଷ୍ଟ କରିଛନ୍ତି ।

Visitors Today : 3
Total Visitors : 130169
Total Views : 9891615
Visitors Online Now : 0