ଭୁବନେଶ୍ୱର: ନଭେମ୍ବର ୧୫ରେ ଅନୁଷ୍ଠିତ ହେବ ଓୟୁଏଟି ଏକକ ପ୍ରବେଶିକା ପରୀକ୍ଷା । ଓଡିଶା କୃଷି ଓ ବୈଷୟିକ ବିଶ୍ୱବିିଦ୍ୟାଳୟ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ହେବ ପରୀକ୍ଷା । ୪ଟି ମହାବିଦ୍ୟାଳୟରେ ଏହି ପ୍ରବେଶିକା ପରୀକ୍ଷା ହେବ । ୧୫ ତାରିଖ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ ଭିତରେ ପରୀକ୍ଷା କରାଯିବ । ଛାତ୍ରଛାତ୍ରୀ ୩ ତାରିଖରୁ ବିଶ୍ୱବିଦ୍ୟାଳୟ ୱେବସାଇଟରୁ ଆଡମିଟ୍ କାର୍ଡ ପାଇପାରିବେ । ଚଳିତବର୍ଷ ୧୨୦୫ ଛାତ୍ରଛାତ୍ରୀ ଆବେଦନ କରିଥିବା ଓୟୁଏଡି ପକ୍ଷରୁ ସୂଚନା



Visitors Today : 5
Total Visitors : 130174
Total Views : 9891621
Visitors Online Now : 0