spot_img

ଅନୁଗୁଳରେ ବିଷାକ୍ତ ମଦ ପିଇ ୪ ମୃତ

ଅନୁଗୁଳ: ବିଷାକ୍ତ ମଦ ଘଟଣା । ମୃତୁ୍ୟ ସଂଖ୍ୟା ୪କୁ ବୃଦ୍ଧି । ଗତକାଲି ଅନୁଗୁଳ ମେଡିକାଲରେ ୨ ଜଣଙ୍କ ମୃତୁ୍ୟ ହୋଇଥିôବା ବେଳେ ୩ ଦିନ ତଳେ ସେହି ଗାଁର ଆଉ ୨ ଜଣଙ୍କର ମୃତୁ୍ୟ ହୋଇଥିଲା । ଶ୍ରମିକ ଓ ମିସ୍ତ୍ରୀମାନେ ସ୍ଥାନୀୟ ଅଞ୍ଚଳର ଏକ ଘର ଛାତ ପକାଇବା କାମରେ ନିୟୋଜିତ ଥିଲେ । ସଂନ୍ଧ୍ୟାରେ କାମ ସାରି ମଦ ପିଇ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଅବକାରୀ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular