ଭୁବନେଶ୍ୱର : ଭୁବନେଶ୍ୱରରେ ଓୟୁଏଟି ପ୍ରଫେସରଙ୍କ ଘରୁ ଚୋରି । ୬ ଲକ୍ଷ ଟଙ୍କାର ସୁନା ଗହଣା ସମେତ ଦାମୀ ମୋବାଇଲ ଫୋନ ଦୁବୃତ୍ତ ମାନେ ଚୋରି କରି ନେଇଥିବା ନେଇ ପ୍ରଫେସର ଅଭିଯୋଗ କରିଛନ୍ତି। ଘର ଲୋକଙ୍କ ପକ୍ଷରୁ ରେକର୍ଡ ହୋଇଥିବା ବୟାନ ଅନୁଯାୟୀ, ପ୍ରଥମେ ଘରର ପଛ ପଟ ଗ୍ରୀଲ ଭାଙ୍ଗି ଚୋରମାନେ ପଶିଥିଲେ ।
ଏହାପରେ ସେମାନେ ନଗଦ ଟଙ୍କା, ସୁନାଗହଣା ଓ ମୋବାଇଲ ଫୋନ ଧରି ଚଂପଟ ମାରିଥିଲେ । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି । ଏହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଏଯାଏଁ ଲୁଟେରାଙ୍କ ଟେର ମିଳିପାରିନାହିଁ ।



Visitors Today : 3
Total Visitors : 130184
Total Views : 9891636
Visitors Online Now : 0