spot_img

RR VS KXIP

ଆବୁଧାବି:ଚଳିତ ବର୍ଷ ଆଇପିଏଲ ସଂସ୍କରଣ-୧୩ର ଆଜି ୫୦ତମ ମ୍ୟାଚ । ଆଜି କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ପଡିଆକୁ ଓହ୍ଲାଇବ । ତେବେ ଉଭୟ ଦଳ ପ୍ଳେ ଅଫରେ ଆଶା ବଜାୟ ରଖିବା ପାଇଁ ଆଜିର ମ୍ୟାଚ ଖେଳୁଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular