spot_img

ଟ୍ରକ ତଳେ ଚାପି ହୋଇ ଅଜା-ନାତିଙ୍କ ମୃତ୍ୟୁ

ଆନନ୍ଦପୁର : ଟ୍ରକ ତଳେ ଚାପି ହୋଇ ଅଜା-ନାତିଙ୍କ ମୃତ୍ୟୁ।  ବରପଦା ଓଭରବ୍ରିଜ ସର୍ଭିସ୍ ରୋଡରେ ଏଭଳି ଦୁର୍ଘଟଣା ଘଟିଛି।  ମୃତକ ହେଲେ କିର୍ତ୍ତନ ନାଥ ଏବଂ କେଶବ ନାଥ। ବର୍ତ୍ତମାନ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଯିବା ସମୟରେ ଅଜା-ନାତିଙ୍କୁ  ଟ୍ରକ ଧକ୍କା​‌ ଦେଇଥିଲା। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular