ନଭେମ୍ବର ପାଇଁ ଆସିଲା ଅନଲକ୬.୦ ଗାଇଡଲାଇନ । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହେଲା ଗାଇଡଲାଇନ୍ । କଣ୍ଟେନମେଣ୍ଟ ଜୋନରେ ଜାରି ରହିବ ଲକଡାଉନ କଟକଣା । ଜିଲ୍ଲାପାଳ ଓ ମୁ୍ୟନିସିପାଲ କମିଶନର ସ୍ଥିର କରିବେ ଅବରୋଧ ଅଞ୍ଚଳ ।ରାଜ୍ୟରେ ନଭେମ୍ବର ୧୬ରୁ ଖୋଲିବ ସ୍କୁଲ । ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ । କିନ୍ତୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ । ନଭେମ୍ବର ୧୫ ଯାଏଁ ବନ୍ଦ ରହିବ ସିନେମା ହଲ, ସୁଇମିଂ ଫୁଲ । ବାହାଘରରେ ସର୍ବାଧିକ ୨୦୦ ଲୋକ ଦେଇପାରିବେ ଯୋଗ ।ଅନ୍ତିମ ସଂସ୍କାରରେ ସର୍ବାଧିକ ୫୦ ଜଣ ଯୋଗ ଦେଇପାରିବେ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0