ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭଲ ନିଦ ହେବା ମଧ୍ୟ ଜରୁରୀ ଅଟେ । ଆଜିକାଲି ଯୁବ ପିଢୀଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଅନିଦ୍ରା ସମସ୍ୟା ମୁଖ୍ୟ କାରଣ ପାଲଟିଛି । ଜୀବନଚର୍ଯ୍ୟ ପରିବର୍ତ୍ତନ ସହ ଜଙ୍କଫୁଡ୍ ଏହାର ମୁଖ୍ୟ ସମସ୍ୟା । ବିଶେଷଜ୍ଞଙ୍କ ମତ ଅନୁସାରେ ଜଣେ ବ୍ୟକ୍ତି ଦିନକୁ ୭ରୁ୮ଘଣ୍ଟା ଶୋଇବା ନିହାତି ଆବଶ୍ୟକ ହୋଇଥାଏ ।
ଆସନ୍ତୁ ଜାଣିବା କଣ ସମସ୍ୟା ସବୁ ଉପୁଜିଥାଏ ।
ରାତିରେ ଠିକରେ ନଶୋଇବା ଦ୍ୱାରା ଚିଡଚିଡାପଣ ସହ କୌଣସି କାମରେ ମନଲାଗି ନଥାଏ ଥକାପଣ ମଧ୍ୟ ଲାଗିଥାଏ ।
କିଛି ଘରୋଇ ଉପଚାର
ଦିନରେ ଚା ଓ କଫିର ମାତ୍ରା କମ୍ କରିବା ଆବଶ୍ୟକ .ଏଥିସହ ରାତିରେ ଶୋଇବା ପୁର୍ବରୁ ଗୋଟିଏ ଗ୍ଲାସ କ୍ଷୀର ପିଇବା ସହ ଶରୀରରେ ହାଲକା ତେଲ ମାଲିସ କରନ୍ତୁୁ



Visitors Today : 2
Total Visitors : 130168
Total Views : 9891613
Visitors Online Now : 0