ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟାରେ ଦେଶରେ ୪୬,୯୬୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ଲକ୍ଷ ୮୪ ହଜାର ୮୩ରେ ପହଞ୍ଚିଛି । ସେହିପରି ମୃତୁ୍ୟ ମଧ୍ୟ ଧୀରେ ଧୀରେ କମିଛି । ଦିନକରେ ୪୭୦ ମୃତୁ୍ୟକୁ ନେଇ ମୋଟ ମୃତୁ୍ୟ ସଂଖ୍ୟା ୧ ଲକ୍ଷ ୨୨ ହଜାର ୧୧୧ କୁ ବୃଦ୍ଧି ପାଇଛି । ତେବେ ଖୁସିର ବିଷୟ ହେଉଛି ଦେଶର ମୋଟ ସୁସ୍ଥ ସଂଖ୍ୟା ରହିଛି ୭୪ ଲକ୍ଷ ୯୧ ହଜାର ୫୧୩ ।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0