ମୁମ୍ବାଇ : ୩୬ ବର୍ଷରେ ପାଦ ଦେଲେ ଟେଲି ଅଭିନେତ୍ରୀ ସୌମ୍ୟା ଟଣ୍ଡନ । ୧୯୮୪ ଆଜିର ଦିନରେ ମଧ୍ୟ ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ । ସେ ନିଜର କ୍ୟାରୟର ମଡ଼େଲିଂରୁ ଆରମ୍ଭ କରିଥିଲେ ।
୨୦୦୬ରେ ‘ଫେମିନା କଭର ଗର୍ଲରେ’ ପ୍ରଥମ ରନର ଅପ ଥିଲେ । ସିରିୟଲ ‘ଏସା ଦେଶ ମେରା’ ଜରିଆରେ ସେ ଟେଲିଦୁନିଆରେ ପାଦ ଦେଇଥିଲେ ।
ଖାଲି ଟେଲିଦୁନିଆ ନୁୃହଁ ସୌମ୍ୟା ମଧ୍ୟ ବଲିଉଡ଼ରେ ଅନେକ ଫିଲ୍କ କରିଛନ୍ତି । ୨୦୦୭ରେ ‘ଜବ ଉଇ ମିଟ’ ଥିଲା ତାଙ୍କର ପ୍ରଥମ ଫିଲ୍କ ।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0