spot_img

ଶ୍ରୀମନ୍ଦିର ପରିସରର ହେବ ସୌନ୍ଦର୍ଯ୍ୟକରଣ

ପୁରୀ: ଶ୍ରୀମନ୍ଦିର ପରିସରର ହେବ ସୌନ୍ଦର୍ଯ୍ୟକରଣ । ଏନେଇ ସ୍ଥିତି ଅନୁଧ୍ୟାନ କଲା ଏମବିସିସିର ଏକ ଟିମ୍ । ମନ୍ଦିର ପରିସର ବୁଲି ଦେଖିଲେ ଇଞ୍ଜିନିୟର ଏବଂ ଆଇକ୍ୟୁଲୋଜିଷ୍ଟ । ୨୨ ପାହାଚ ମରାମତି ଓ ଚତୁଃପାଶ୍ୱର୍ ଦ୍ୱାର ହେବ ରୂପା ଛାଉଁଣି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular