କଳାହାଣ୍ଡି ଓ ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟି ତଳେ ପୂଜାପାଉଥିବା ବୁଢାରଜାଙ୍କ ଆସନ୍ତାକାଲି ବାର୍ଷିକ ଦଶରା ମହୋତ୍ସବ । ବିନା ଭକ୍ତରେ ଏହି ପର୍ବ ପାଳନ ହେବାକୁ ନିଷ୍ପତ୍ତି ହୋଇଛି । ସେଥିପାଇଁ ଆସନ୍ତାକାଲି ଶନିବାରଠାରୁ ରବିବାର ଦିନ ୧୦ ପର୍ୟ୍ୟନ୍ତ ସ୍ଥାନୀୟ ଅଂଚଳରେ ୧୪୪ ଧାରା ଲାଗୁ କରିବ ପ୍ରଶାସନ । ଜରୁରୀ ସେବାକୁ ଛାଡିଦେଲେ ଦୋକାନ ବଜାର ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।



Visitors Today : 3
Total Visitors : 130184
Total Views : 9891636
Visitors Online Now : 0