ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ହାତୀପାହୁଳ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମୃତ । ଗ୍ରାମର ଉଗ୍ରସେନ ଭୋଇ ତାଙ୍କ ଜମିରେ ହାତୀ ଧାନ ଫସଲ ଖାଇ ଦେଉଥିବା ଜାଣି ଘଉଡ଼ାଇକୁ ଯାଇଥିଲେ କ୍ଷ ହେଲେ ହାତୀ ଉଗ୍ରସେନଙ୍କୁ ଟାଣି ନେଇ ଦଳି ଚକଟି ମାରି ଦେଇଥିବା ଜଣାପଡ଼ିଛି କ୍ଷ

Visitors Today : 3
Total Visitors : 130184
Total Views : 9891636
Visitors Online Now : 0