ଭୁବନେଶ୍ୱର: ନଭେମ୍ବର ମାସରେ ଶନିବାର ଅଦାଲତ ବନ୍ଦ ରହିବ। କାର୍ୟ୍ୟ ଦିବସ ଥିବା ସମସ୍ତ ଶନିବାର ଦିନ ହାଇକୋର୍ଟ ଓ ଏହାର ଅଫିସ ବନ୍ଦ ରହିବ ବୋଲି ସୂଚନା ରହିଛି। ସମସ୍ତ ଶନିବାର ରାଜ୍ୟର ସମସ୍ତ ସବଅର୍ଡିନେଟ କୋର୍ଟ, ଟ୍ରିବୁନାଲ ଓ ଏ ସମ୍ପର୍କିତ କାର୍ୟ୍ୟାଳୟ ମଧ୍ୟ ବନ୍ଦ ରହିବ ବୋଲି ହାଇକୋର୍ଟ ପକ୍ଷରୁ ପ୍ରକାଶ କରାଯାଇଛି।



Visitors Today : 3
Total Visitors : 130213
Total Views : 9891684
Visitors Online Now : 0