ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ବତନ୍ତ୍ର ଟ୍ରେନ୍ ସପ୍ତାହକୁ ୫ ଦିନ ପରିବର୍ତ୍ତେ ସବୁ ଦିନ ଚଳାଚଳ କରିବ। ନଭେମ୍ବର ୭ରୁ ଡିସେମ୍ବର ୩୧ ପର୍ୟ୍ୟନ୍ତ ଚଳାଚଳ କରିବ। ଏହି ବିଶେଷ ଟ୍ରେନ୍ ପୂର୍ବରୁ ୮ଟି କୋଚ୍ ପରିବର୍ତ୍ତେ ଏବେ ୧୦ କୋଚ ସହିତ ଚଳାଚଳ କରିବ। ଟ୍ରେନ୍ରେ ଗୋଟିଏ ଏସି-ଚେୟାର କାର ଓ ଗୋଟିଏ ଦ୍ୱିତୀୟ ଶ୍ରେଣୀ ଚେୟାର କାର୍ ଅତିରିକ୍ତ ସଂଯୋଗ ପରେ ଏହା ୨ଟି ଏସି ଚେୟାର କାର, ୬ଟି ସେକେଣ୍ଡ୍ କ୍ଲାସ୍ ଚେୟାର୍ କାର ଓ ୨ଟି ଗାର୍ଡ ତଥା ଲଗେଜ ଭ୍ୟାନ ସହ ଚାଲିବ।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0