ମୁମ୍ବାଇ: ପୁଣି ଚର୍ଚ୍ଚରେ ବିଗବସ ୧୪ । ସୋରେ ଆସିଛି ଆଉ ଏକ ନୂଆ ଟ୍ୱିଷ୍ଟି । ୱାଇଲ୍ଡ କାର୍ଡ଼ ଏଣ୍ଟ୍ରିରେ ସୋକୁ ରିଟନ କରିଛନ୍ତି କବିତା କୌଶିକ । କବିତାଙ୍କ ଏଣ୍ଟ୍ରିରେ ଘରର ସଦସ୍ୟ ମାନେ ଆଶ୍ଚର୍ଯ୍ୟ ହେବା ସହ ସ୍ୱାଗତ ମଧ୍ୟ କରିଛନ୍ତି । କିଛିଦିନ ପୂର୍ବରୁ ସିନିୟରମାନେ କବିତାଙ୍କୁ ଘରୁ ବାହାର କରିଥିଲେ ।
କବତା ଫେରିବାରେ ନିଜର ମନ୍ତବ୍ୟ ରଖିଛନ୍ତି ଏଥର ସେ ନିଜର ବୃଦ୍ଧି ପ୍ରୟୋଗ କରି ଖେଳିବେ ଏବଂ ନିଜର ପୂର୍ବ ଭୁଲପାଇଁ ସେ ଅନୁତପ୍ତ ମଧ୍ୟ ।

କବିତାଙ୍କ ଏଣ୍ଟିରେ ଘରର ସମସ୍ତ ସଦସ୍ୟ ମାନେ ତାଙ୍କର ସ୍ୱାଗତ କରିଥିଲେ । ଏଜାଜ ମଧ୍ୟ କବିତାଙ୍କୁ ସ୍ୱାଗତ କରିଥିଲେ । ନେନା ସିଂ କବିତାଙ୍କୁ ଦେଖି ଇମୋସନାଲ ହେବା ସହ ତାଙ୍କୁ ହଗ ମଧ୍ୟ କରିଥିଲେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0