spot_img

ଏକର ଏକର ଫସଲ ନଷ୍ଟ କରୁଛନ୍ତି ହାତୀ

ପୁଣି କୂଳଡିହାରେ ହାତୀ ଉପଦ୍ରବ । ଅଭୟାରଣ୍ୟରୁ ହାତୀପଲ ଆସି ଏବେ ଗାଁରେ ଫସଲ ନଷ୍ଟ କରୁଛନ୍ତି । ଗତ କାଲି ଏକ ହାତୀପଲ ଅଭୟାରଣ୍ୟରୁ ବାହାରି ସ୍ଥାନୀୟ ଅଞ୍ଚଳରେ ଧାନ ଫସଲ ନଷ୍ଟ କରିଛନ୍ତି । ହାତୀ ବୁଲୁଥିବାରୁ ଲୋକେ ଭୟଭୀତ ହୋଇପଡିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular