ମୁମ୍ବାଇ: ଭାଇରାଲ ହେଉଛି ନିଉ କପୁଲ କାଜଲ ଓ ଗୌତମଙ୍କ ଫଟୋ । ନିକଟରେ ବିବାହ କରିଥିବା ଏହି ଦୁଇ ଯୋଡ଼ି ଏବେ ହନିମୁନ ପାଇଁ ମାଲଦୀପ ପହଞ୍ଚିଛନ୍ତି । କାଜଲ ନିଜ ସୋସିଆଲ ମିଡ଼ିଆରେ ଟ୍ରିପର କିଛି ମୁହୂର୍ତ୍ତ ସେୟାର କରିଛନ୍ତି ।
ଫଟୋରେ କାଜଲ ଲାଲ ରଙ୍ଗର ବ୍ୟାକଲେସ ଡ୍ରେସ ପିନ୍ଧି ଭିନ୍ନଭିନ୍ନ ପୋଜ ଦେଉଥିବାର ନଜର ଆସିଛନ୍ତି । କାଜଲ ଅଗ୍ରଓ୍ଵାଲ ଗତ ମାସ ୩୦ ତାରିଖରେ ଗୌତମ କିଚଲୁଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ମୁମ୍ବାଇ ତାଜ ହୋଟେଲରେ ସମ୍ପନ୍ନ ହୋଇଥିଲା ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0