ନୂଆଦିଲ୍ଲୀ: ଅର୍ଥନୀତିକୁ ମାନ୍ଦା ଅବସ୍ଥାରୁ ମୁକୁଲାଇବା ପାଇଁ ତୃତୀୟ ପ୍ୟାକେଜର ଘୋଷଣା କଲେ ନିର୍ମଳା ସୀତାରମଣ । ଏଥିରେ ମୋଟ ୨ ଲକ୍ଷ ୬୫ ହଜାର ୮୦ କୋଟି ଟଙ୍କା ରାଶିର ଘୋଷଣା କରାଯାଇଛି । ଏହି ପ୍ୟାକେଜ ଫଳରେ ଦେଶରେ ନିଯୁକ୍ତି ସୃଷ୍ଟି ହେବା ସହ ଗୃହ ନିର୍ମାଣ ଓ ବିକ୍ରିକୁ ତ୍ୱରାନ୍ୱିତ କରାଯିବ । ଏଥି ସହିତ କୃଷକଙ୍କୁ ସାର ସବସିଡି ଯୋଗାଇ ଦିଆଯିବ । ଠିକ ସେହିପରି ସହରାଞ୍ଚଳରେ ଗୃହ ନିର୍ମାଣ, ଗ୍ରାମାଞ୍ଚଳରେ ନିଯୁକ୍ତି ସୃଷ୍ଟି, ରପ୍ତାନିକାରୀଙ୍କୁ ରୁଣ ପ୍ରଦାନରେ ମଧ୍ୟ ସହାୟକ ହେବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0