ମୁମ୍ବାଇ: ପୁଣି ଭାଇରାଲ ହେଲା କାଜଲ ଅଗ୍ରୱାଲଙ୍କ ହନିମୁନ ଫଟୋ । ଫଟୋରେ ସିଙ୍ଗମ ଲେଡ଼ି ଅଣ୍ଡର ୱାଟର ରୋମାନ୍ସ କରୁଥିବାର ନଜର ଆସିଛନ୍ତି । ପାଣିର ମଧ୍ୟଭାଗରେ କାଜଲ ଓ ଗୌତମ ଥିବା ବେଳେ ତାଙ୍କ ଚାରିପଟେ ମାଛମାନେ ନଜର ଆସିଛନ୍ତି । ଏନେଇ କାଜଲ ନିଜ ଟ୍ରିପର ଆଉ କିଛି ମୂହୁତ୍ତସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ସେୟାର କରିବା ସହ ସେ ଏହା ମଧ୍ୟ ଲେଖିଛନ୍ତି ‘ମୁଁ ମାଛମାନଙ୍କୁ ଦେଖୁଛି ନାଁ ସେମାନେ ମତେ ଦେଖୁଛନ୍ତି’ । କାଜଲଙ୍କ ଏହି ଫଟୋ ତାଙ୍କ ଫାନ୍ସମାନେ ଖୁବ ପସନ୍ଦ କରିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0