ବିହାର: ଏନଡିଏ ଉପରେ ବର୍ଷିଲେ ଆରଜେଡି ନେତା ତେଜସ୍ୱୀ ଯାଦବ । ନିର୍ବାଚନରେ ହାରିଥିଲେ ମଧ୍ୟ ଜନ ସମର୍ଥନ ତାଙ୍କ ସହ ଅଛି ବୋଲି ଉଲ୍ଲେଖ କଲେ ତେଜସ୍ୱୀ । ଏହା ସହ ବ୍ୟାଲେଟ ଗଣତିରେ ଜାଲିଆତି ହୋଇଥିବାର ଅଭିଯୋଗ ଆଣି ପୁନଃ ଭୋଟ ଗଣତିର ଦାବି କରିଛନ୍ତି ତେଜସ୍ୱୀ ।

Visitors Today : 3
Total Visitors : 130169
Total Views : 9891615
Visitors Online Now : 0