ଅସ୍ତରଙ୍ଗ: ଦୁର୍ଗା ପୂଜା ଭଳି କୋଭିଡ଼ କଟକଣାରେ ପାଳିତ ହେବ କାଳୀପୂଜା । ପ୍ରଥମକରି ନିରାଡ଼ମ୍ବର ଭାବେ ହେବ ଅସ୍ତରଙ୍ଗର ମା ଶ୍ୟାମା କାଳୀଙ୍କ ପୂଜା । କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ଅସ୍ତରଙ୍ଗ ଓ କାକଟପୁର ବ୍ଲକଛକ ପୂଜା କମିଟି ଏପରି ନିଷ୍ପତ୍ତି ନେଇଛନ୍ତି । ଅସ୍ତରଙ୍ଗ ବ୍ଲକର ଦୁଇଟି ଜାଗା ଓ କାକଟପୁର ବ୍ଲକ ଛକ ନିକଟରେ ଖୁବ ଧୁମଧାମରେ ମା ଶ୍ୟାମା କାଳୀଙ୍କ ପୂଜା ହୋଇଥାଏ । କିନ୍ତୁ ଚଳିତ ବର୍ଷ ବିଧି ପୂର୍ବକ ପୂଜା ହେବ । କିନ୍ତୁ କୌଣସି ସାଂସ୍କତିକ କାର୍ଯ୍ୟକ୍ରମ ହେବ ନାହିଁ । ମୂର୍ତ୍ତିର ଉଚ୍ଚତା ଚାରିଫୁଟ ହେବା ସହ ଆବଦ୍ଧ ମଧ୍ୟରେ ପୂଜା ପାଇବେ ମା ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0