spot_img

ଯବାନଙ୍କ ସହ ଦୀପାବଳି ପାଳନ କରିବେ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଚଳିତ ବର୍ଷ କରୋନା କଟକଣାରେ ଆରମ୍ଭ ହେବାକୁ ଯାଉଛି ଦୀପାବଳି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯବାନଙ୍କ ସହ ଦୀପାବଳି ପାଳନ କରିବାର ସୂଚନା ମିଳିଛି । ସୂଚନାଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୈସଲମେର ସୀମାରେ ଦୀପାବଳି ପାଳନ କରିବେ । ତାଙ୍କ ସହ ଚିଫ ଅଫ ଡିଫେନ୍ସ ଷ୍ଟାଫ ବିିପିନ ରାୱତ, ସେନା ମୁଖ୍ୟ ଏମ ଏମ, ନରୱେଣେ ବି ଉପସ୍ଥିତ ରହିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular