ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ଼ ନିଦେ୍ର୍ଦଶକ ଅଭିଷେକ କପୁରଙ୍କ ଅପକମିଙ୍ଗ ଫିଲ୍କ ‘ଚଣ୍ଡିଗଡ଼ କରେ ଆଶିକୀ’ । ଏନେଇ ସେ ଫିଲ୍ମର ମୁଖ୍ୟ କଳାକାରଙ୍କ ସହ ଫଟୋ ସେୟାର କରିଛନ୍ତି । ଏହି ଫିଲ୍କରେ ମୁଖ୍ୟ ଭୂମିକାରେ ଆୟୁଷ୍ମାନ ଖୁରାନାଙ୍କ ସହ ଅଭିନେତ୍ରୀ ବାଣି କପୁର ନଜର ଆସିବେ ।

ଅନ୍ୟପଟେ ବିଗବସ ୮ର ବିଜେତା ଗୌତମ ଗୁଲାଟି ମଧ୍ୟ ଫିଲ୍ମରେ ନଜର ଆସବେ ।ଚନା ଅନୁଯାୟୀ ଆୟୁଷ୍ମାନ ଏବଂ ବାଣୀଙ୍କ ପରେ ଗୌତମ ଗୁଲାଟି ଏହି ଫିଲ୍ମର ତୃତୀୟ ମୁଖ୍ୟ ଚରିତ୍ର। ଫିଲ୍ମର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଛି।
ସୂଚନା ଅନୁଯାୟୀ ଏହି ଫିଲ୍ମଟି ପ୍ରଥମେ ସୁଶାନ୍ତ ସିଂ ରାଜପୁତ କରିବାର ଥିଲା ହେଲେ ତାଙ୍କ ମୃତ୍ୟୁ ପରେ ବର୍ତ୍ତମାନ ଆୟୁଷ୍ମାନ ଖୁରାନା ସେହି ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି।



Visitors Today : 1
Total Visitors : 130433
Total Views : 9891964
Visitors Online Now : 0