ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ରାତି ତମାମ ପୋଲିସ ପକ୍ଷରୁ ଚଢାଉ ହୋଇଛି । ଚଢାଉରେ ପ୍ରାୟ ୧୦ଲକ୍ଷ ଟଙ୍କାର ବାଣ ଜବତ ହୋଇଛି । ବାଣ କାରବାର ଉପରେ ସରକାର କଟକଣା ଜାରି କରିଥିଲେ । କିନ୍ତୁ କଟକଣା ସତ୍ତ୍ୱେ ବି ବେଆଇନ ଭାବେ ଘର ବାଣ ଗଚ୍ଛିତ ରଖାଯାଇଥିଲା । ଖବର ପାଇ ପୋଲିସ ପହଞ୍ଚି ବାଣ ଜବତ କରିବ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0