ଯାଜପୁର : ଯାଜପୁର ଜିଲ୍ଲା ମହାବିନାୟକ ପୀଠ ଠାରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ କାରଣ ଥିଲା ଦୃତ ଜନସଂଖ୍ୟା ବୃଦ୍ଧି ବିରୋଧରେ ଆନେ୍ଦାଳନ ଓ ପ୍ରତିଜ୍ଞା ଦିବସ ପାଳନ । ବୈଠକରେ ଯାଜପୁର ଜିଲ୍ଲା ସଭାପତି ପ୍ରମୋଦ କୁମାର ପ୍ରଧାନଙ୍କ ଅନ୍ୟାନ୍ୟ ଉପସ୍ଥିତ ରହି ସମାଜରେ କିଭଳି ଭାବେ ଜନସଂଖ୍ୟା ବୃଦ୍ଧିକୁ ରୋକିବା ସହ ଲୋକମାନଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରାଯିବ ସେ ନେଇ ଅଲୋଚନା କରାଯାଇଥିଲା ।



Visitors Today : 1
Total Visitors : 130220
Total Views : 9891693
Visitors Online Now : 0