spot_img

ଏନଏସି ଟେଣ୍ଡରକୁ ନେଇ ଆନେ୍ଦାଳନ

ବାଲୁଙ୍ଗା ଏନଏସିର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଟେଣ୍ଡର କରାଯାଇଥିଲା । ହେଲେ କାର୍ଯ୍ୟ ସମାପ୍ତିର ୬ ମାସ ନ ପୁରୁଣୁ ସବୁ କିଛି ନଷ୍ଟ ହୋଇଯାଇଛି । କୌଣସି ୱାର୍ଡର ଆବଶ୍ୟକୀୟ ନିର୍ମାଣ କାର୍ଯ୍ୟକୁ ତଦାରଖ କରା ଯାଇ ନାହିଁ । ଏଭଳି ମନମୁଖି କାର୍ଯ୍ୟ ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଧରଣା ଦେବା ସହ ନିର୍ମାଣ କାର୍ଯ୍ୟର ପୁନଃ ତଦନ୍ତ କରିବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular