spot_img

କରୋନା ଡ୍ୟୁଟିରେ ଥିବା ବେଳେ ଅଙ୍ଗନବାଡି ଓ ଆଶାକର୍ମୀଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ଭତା

ଅଙ୍ଗନୱାଡି ଓ ଆଶାକର୍ମୀଙ୍କ ପରିବାରକୁ ମିଳିବ ଭତା । ଅଙ୍ଗନୱାଡି ଓ ଆଶାକର୍ମୀ କରୋନା ଡ୍ୟୁଟିରେ ଥିବା ବେଳେ ମୃତ୍ୟୁ ହେଲେ ତାଙ୍କ ପରିବାର ପାଇଁ ଭତା ଘୋଷଣା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । କରୋନା ଡ୍ୟୁଟିରେ ଥିବା ବେଳେ ମୃତ୍ୟୁ ହେଲେ ସରକାର ଦେବେ ଭତା । ଆଶାକର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ୫ହଜାର ଓ  ଅଙ୍ଗନୱାଡି କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ମିଳିବ ୭ହଜାର ୫ଶହ ଟଙ୍କା ଭତା ମିଳିବ । ଅଙ୍ଗନୱାଡି ଓ ଆଶାକର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ୬୦ବର୍ଷ ହେବା ଯାଏଁ ଏହି ଭତା ଯୋଗାଇ ଦିଆଯିବ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular