ମୁମ୍ବାଇ: ଚର୍ଚ୍ଚାରେ ଖିଲାଡ଼ି ବୟଙ୍କ ଅପକମିଙ୍ଗ କମେଡ଼ି ଫିଲ୍ମ । ଫିଲ୍କଟିର ନାଁ ଘୋଷଣା ହୋଇନାହିଁ । କିନ୍ତୁ ଏହି ଫିଲ୍ମ ପାଇଁ ଅକ୍ଷୟ ୧୦୦ କୋଟି ଡ଼ିମାଣ୍ଡ କରିଛନ୍ତି । ଯାହା ଏବେ ସୋସିଅଲ ମିଡ଼ିଆରେ ବେଶ ଚର୍ଚ୍ଚ ହେଉଛି । ଜ୍ୟାକି ଭାଗ୍ନାନୀ ଏହି ଫିଲ୍କକୁ ନିର୍ମାଣ କରିବାକୁ ଯାଉଛନ୍ତି । ସେ ପୂର୍ବରୁ ମଧ୍ୟ ଅକ୍ଷୟ ଫିଲ୍ମ ‘ବେଲ ବଟମ’ ର ନିର୍ମାତା ଥିଲେ ।

ନିକଟରେ ଦିୱାଲୀ ଅବସରରେ ଅକ୍ଷୟ ପ୍ରଶଂସକଙ୍କ ସହ ତାଙ୍କର ଆଗାମୀ ଫିଲ୍ମ ‘ରାମ ସେତୁ’ର ପୋଷ୍ଟର ରିଲିଜ କରି ଏହା ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ ‘ରାମ ସେତୁ’ ବ୍ୟତୀତ ଅକ୍ଷୟଙ୍କୁ ଆଗକୁ ଆଉ ଏକ ନୂଆ କମେଡ଼ି ଫିଲ୍ମରେ ଦେଖିବାକୁ ମିଳିବ।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0