ନୂଆଦିଲ୍ଲୀ: ଏହି ଦୀପାବଳିରେ ଚାଇନା ବ୍ୟବସାୟୀଙ୍କୁ ମିଳଛି ବଡ ଝଟକା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ‘ ଭୋକାଲ ଫର ଲୋକାଲ’ ପାଇଁ ନିବେଦନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ନିବେଦନ କ୍ରମେ ଦେଶବାସୀ ବିଦେଶୀ ସାମଗ୍ରୀକୁ ବହିଷ୍କାର କରିବାର ଦେଖିବା ପାଇଁ ମିଳିଛି । ତେବେ ଚାଇନା ଏହି ଦୀପାବଳିରେ ପ୍ରାୟ ୪୦ ହଜାର କୋଟି ଟଙ୍କା କ୍ଷତି ସହିଥିବାର ସୂଚନା ମିଳିଛି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0