ଦେଶରେ କମିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଦେଶରେ ୨୯ହଜାର ୧୬୩ ନୂଆ ସଂକ୍ରମିତ ଚିହ୍ନଟ । ନୂତନ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୮ ଲକ୍ଷ ୭୪ ହଜାର ୨୯୦ । ସେହପରି ଦିନକରେ ୧୨ ହଜାର ୦୭୭ସକ୍ରିୟ ସଂକ୍ରମିତ ରହିଥିବା ବେଳେ ମୋଟ ସକ୍ରିୟ ରହିଛନ୍ତି ୪ଲକ୍ଷ ୫୩ ହଜାର ୪୦୧ ।

Visitors Today : 5
Total Visitors : 130174
Total Views : 9891621
Visitors Online Now : 0