spot_img

ଦିଲ୍ଲୀରେ ବଢୁଛି ସଂକ୍ରମଣ: ଫେରିପାରେ ଲକଡାଉନ

ନୂଆଦିଲ୍ଲୀ: ଉକ୍ରଟ ହେଉଛି ରାଜଧାନୀ ଦିଲ୍ଲୀର ସ୍ଥିତି । ବାୟୁ ପ୍ରଦୁଷଣ ସହ କରୋନା ପ୍ରକୋପ ବଢିବାରେ ଲାଗିଛି । ଦିଲ୍ଲୀରେ ତୃତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆରମ୍ଭ ହୋଇଛି । ପ୍ରଭାବିତ ଅଞ୍ଚଳରେ ପୁଣି ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓା୍ୱଲ । ଏଥିସହ ଦିଲ୍ଲୀରେ ବାହାଘର ସମୟରେ ଦିଆଯାଇଥିବା ରିହାତିକୁ ପ୍ରତ୍ୟାହାର କରିନିଆଯାଇଛି । ସମାରୋହରେ ଏବେ ୨ ଶହ ଲୋକଙ୍କ ବଦଳରେ ମାତ୍ର ୫୦ ଜଣ ସାମିଲସ ହୋଇପାରିବେ । ଏହା ସହ ଦିଲ୍ଲୀର ଜନଗହଳି ବଜାରକୁ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ଅନୁମତି ମାଗିଛନ୍ତି କେଜରିୱାଲ । ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ସତର୍କ କରାଇଛନ୍ତି ଅରବିନ୍ଦ କେଜରିୱାଲ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular