ମୁମ୍ବାଇ: ପ୍ରଶଂସକଙ୍କ ବାହାଘରକୁ ଯିବେ ସୋନୁ ସୁଦ । ଏକଥା ସେ ନିଜେ ସୋସିଆଲ ମିଡ଼ିଆରେ ଜଣାଇଛନ୍ତି । ବିହାରରେ ରହୁଥିବା ନେହା ସୋନୁଙ୍କୁ ଟ୍ୱିଟରେ ନିଜର ବିବାହ ପାଇଁ ନିମନ୍ତ୍ରଣ କରିଥିଲେ ।
ସୋସିଆଲ ମିଡ଼ିଆରେ ଆକ୍ଟିଭ ରହୁଥିବା ସୋନୁ ଏହାକୁ ସ୍ୱିକାର ମଧ୍ୟ କରିଛନ୍ତି ।

Visitors Today : 0
Total Visitors : 130303
Total Views : 9891806
Visitors Online Now : 0