ପୁରୀ: କୋଭିଡ କଟକଣା ଭିତରେ ଡିସେମ୍ବର ତୃତୀୟ ସପ୍ତାହରୁ ଖୋଲିପାରେ ଶ୍ରୀମନ୍ଦିର। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରୁ କେଉଁଭଳି କଟକଣା ଭିତରେ ଶ୍ରୀମନ୍ଦିର ଖୋଲାଯିବ ସେ ଉପରେ ଏକ ଉଚ୍ଚସ୍ତରୀୟ ପ୍ରଶାସନିକ କମିଟି ଗଠନ କରାଯାଇଛି। ଯେଉଁଥିରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ପ୍ରମୁଖ ରହିଛନ୍ତି। କେବଳ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0