spot_img

 ପ୍ରଶଂସକଙ୍କ ବାହାଘରକୁ ଯିବେ ସୋନୁ ସୁଦ

ମୁମ୍ବାଇ: ପ୍ରଶଂସକଙ୍କ ବାହାଘରକୁ ଯିବେ ସୋନୁ ସୁଦ । ଏକଥା ସେ ନିଜେ ସୋସିଆଲ ମିଡ଼ିଆରେ ଜଣାଇଛନ୍ତି । ବିହାରରେ ରହୁଥିବା ନେହା ସୋନୁଙ୍କୁ ଟ୍ୱିଟରେ ନିଜର ବିବାହ ପାଇଁ ନିମନ୍ତ୍ରଣ କରିଥିଲେ ।

ସୋସିଆଲ ମିଡ଼ିଆରେ ଆକ୍ଟିଭ ରହୁଥିବା ସୋନୁ ଏହାକୁ ସ୍ୱିକାର ମଧ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular